ପାକିସ୍ତାନୀ ଚାହାର ବିଜ୍ଞାପନରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ
ଡୁମାଣୀ ଟିଭି ,୨୫/୩ : ବିଭିନ୍ନ ସୋସିଆଲ ମିଡିଆରେ ପାକିସ୍ତାନୀ ଚାହାର ଏକ ବିଜ୍ଞାପନକୁ ଖୁବ ଜୋରରେ ଭାଇରାଲ ହେଉଛି । ଆପଣ ମାନେ ଭାବୁଥିବେ ବିଜ୍ଞାପନ ତ ସେୟାର ହେଉଛି ଏଥିରେ ନୂଆ କଣ ଅଛି । ପ୍ରକୃତରେ ଏହି ବିଜ୍ଞାପନଟିରେ ଭାରତର ବାୟୁସେନାର ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଅଛନ୍ତି…