ଆଫଗାନିସ୍ତାନରେ ପାକିସ୍ତାନର ଆତଙ୍କବାଦୀ ନିହତ
ଡୁମାଣୀ ଟିଭି ,୨୫/୩ : ଆଫଗାନିସ୍ତାନରେ ପାକିସ୍ତାନର ବହୁ ଚର୍ଚ୍ଚିତ ଆତଙ୍କବାଦୀ ଅବଦୁଲ ୱାହାବ ଲାରାକଙ୍କୁ ହତ୍ୟା କରାଯାଇଛି ବୋଲି ଦି ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି। ରିପୋର୍ଟରେ କୁହାଯାଇଛି ଯେ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ ଥିବା…