ସ୍ମାରକ ଡାକ ଟିକେଟ୍ ଉନ୍ମୋଚିତ
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ରାମ ମନ୍ଦିରକୁ ନେଇ ଏକ ସ୍ମାରକ ଡାକ ଟିକେଟ୍ ଜାରି କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଡାକ ଷ୍ଟାମ୍ପର ଏକ ପୁସ୍ତକ ମଧ୍ୟ ପ୍ରକାଶ କରିଛନ୍ତି। ପିଏମ ମୋଦୀଙ୍କ ଦ୍ୱାରା ପ୍ରକାଶ କରିଥିବା ଏହି ଡାକ ଷ୍ଟାମ୍ପର ଡିଜାଇନରେ…