ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ୭ ରାଜ୍ୟରେ ମେଗା ଟେକ୍ସଟାଇଲ୍ ପାକ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗୁରୁତ୍ୱପୂର୍ଣ୍ଣ ଘୋଷଣା । ୭ ରାଜ୍ୟରେ ହେବ ମେଗା ଟେକ୍ସଟାଇଲ୍ ପାର୍କ । ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ପିଏମ୍ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନା କରିବାକୁ…