ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ମୋଦ
ନୂଆଦିଲ୍ଲୀ: ଗୁରୁବାର ପାଲେଷ୍ଟାଇନ୍ରାଷ୍ଟ୍ରପତି ମହମୁଦ ଆବ୍ୱାସଙ୍କ ସହଫୋନ୍ ଯୋଗେ କଥା ହୋଇଛନ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଫୋନ୍ରେ ଆଲୋଚନା କଲାବେଳେଗାଜାର ହସ୍ପିଟାଲ୍ରେ ହୋଇଥିବା
ବୋମାମାଡ଼ ଘଟଣାରେ ଦୁଃଖ ପ୍ରକାଶକରିଛନ୍ତି ମୋଦୀ । ଏଥି ସହିତପାଲେଷ୍ଟାଇନ୍କୁ ମାନବୀୟ…