ଆମ ବଡଠାକୁରଙ୍କ ପଖାଳ ଖିଆ
ଆମ ବଡଠାକୁରଙ୍କ ପଖାଳ ଖିଆ
ଡୁମାଣୀ ଟିଭି,୨୦/୩ : ଆଜି ମାର୍ଚ୍ଚ ୨୦ ତାରିଖ ବିଶ୍ଵ ପଖାଳ ଦିବସ ଅବସରରେ ଆସନ୍ତୁ ଜାଣିବା ପଖାଳ ଆଉ ଆମ କାଳିଆ ଠାକୁର ମଧ୍ୟରେ ଥିବା ସଂପର୍କ । ବଡଖିଆ ଜଗନ୍ନାଥଙ୍କ ଷାଠିଏ ପଉଟି ଖାଇବାରେ ପଖାଳ ଓ ଟଙ୍କ ତେରାଣି ଅନ୍ୟତମ । ଓଡିଆ ଘରର ଆଦ୍ୟ କାଳିଆ ସାଆନ୍ତଙ୍କ!-->!-->…