ଶ୍ରୀ ମନ୍ଦିର ଚୁଲି ଭାଙ୍ଗିଥିବା ଅଭିଯୋଗରେ ଧରା ପଡିଲେ 3 ଅଭିଯୁକ୍ତ
ଡୁମାଣୀ ଟିଭି ୪/୪ : ପୁରୀ ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ଧାରପଡ଼ିଲେ ଅଭିଯୁକ୍ତ । ୩ ଜଣଙ୍କୁ ଚିହ୍ନଟ କଲା ପୋଲିସ୍ । ପୋଲିସ୍ ପକ୍ଷରୁ ସିସିଟିଭି ଯାଞ୍ଚ କରାଯାଇଥିବା ବେଳେ ଏଥିରେ ଜଡ଼ିତ ଥିବା ୩ ଜଣଙ୍କୁ ଚିହ୍ନଟ କରାଯାଇଛି ।
ଅନ୍ୟପଟେ ଶ୍ରୀମନ୍ଦିର ରୋଷ ଘର ଭିତରେ ଚୁଲି…