Browsing Tag

#raj thakree

ବିବାଦ ଘେରରେ ରାଜ ଠାକରେ ମସଜିଦରେ ଲାଉଡ ସ୍ପିକରରେ ନମାଜ ପଢିବାକୁ ନେଇ ଦେଲେ ବିବାଦୀୟ ବୟାନ

ଡୁମାଣୀ ଟିଭି,୩/୪ : ମସଜିଦରେ ଲାଉଡ ସ୍ପିକର ଜରିଆରେ ନମାଜ ପଢାକୁ ନେଇ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ରାଜ୍ ଠାକରେ । ଜୋର ସାଉଣ୍ଡରେ ମସଜିଦରେ ନମାଜ ପଢା ଯିବାକୁ ବିରୋଧ କରିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏହି ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ମଧ୍ୟ ରାଜ…