ଥାନାରେ ହାଜର ହେଲେ ରାପ୍ ଗାୟକ ବାଦଶାହା
ମୁମ୍ବାଇ, ୩୦ା୧୦: ଥାନାରେ ହାଜରହେଲେ ରାପର ବାଦଶାହ । ବେଟିଂ ଆପ୍"ଫେୟାରପ୍ଲେ'ରେ ଆଇପିଏଲ୍ ଦେଖିବାକୁ
ବିଜ୍ଞାପନ କରି ଲୋକଙ୍କୁ ପ୍ରୋତ୍ସାହିତକରିଥିବାରୁ ଭାଇକମ ୧୮ ନେଟ୍ୱାର୍କବାଦଶଙ୍କ ବିରୋଧରେ ଅଭିଯୋଗ କରିଛି ।
ବାଦଶାହଙ୍କ ସମେତ ୪୦ଜଣ ବଲିଉଡ୍ଅଭିନେତାଙ୍କ ବିରୋଧରେ ଅଭିଯୋଗକରିଛି…