ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ଦ୍ଦେଶ ଆଉ ୬ମାସ ମିଳିବ ମାଗଣା ଚାଉଳ
ଡୁମାଣୀ ଟିଭି , ୧/୪ : ରାଜ୍ୟରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ପାଇଁ ମିଳିବ ଅତିରିକ୍ତ ମାଗଣା ଚାଉଳ । ୬ ମାସ ପାଇଁ ଅବଧି ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅପ୍ରେଲରୁ ସେପ୍ଟେମ୍ବର ମାସ ଯାଏଁ ଅତିରିକ୍ତ ୫ କେଜି ମାଗଣା ଚାଉଳ ମିଳିବ ।…