ଋଷ ସୈନ୍ୟ ମାନେ ୟୁକ୍ରେନ ଯୁବତୀଙ୍କ ରେପ୍ କରିବା ସହ କୁକୁର ମାରି ଖାଉଛନ୍ତି
ଡୁମାଣୀ ଟିଭି , ୧/୪ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମରିଯାଇଛି ସବୁ ମାନବିକତା । ରୁଷ ସୈନିକମାନେ ୟୁକ୍ରେନ ଯୁବତୀଙ୍କର ରେପ୍ କରିବା ସହ କୁକୁର ହତ୍ୟା କରି ଖାଉଛନ୍ତି । ୟୁକ୍ରେନିୟନ ସିକ୍ୟୁରିଟି ସର୍ଭିସ (ୟୁଏସଏସ) ରୁଷ ସୈନିକଙ୍କ ଏକ କଥାବାର୍ତ୍ତାର ଏକ ଓଡିଓ ଜାରି କରିଛି,…