ଯୁଦ୍ଧରେ ସଫଳତା ପାଇ ନୂଆ ଆର୍ମି କମାଣ୍ଡ ନିଯୁକ୍ତ କଲେ ପୁଟିନ
ଡୁମାଣୀ ଟିଭି,୯/୪: ଯୁଦ୍ଧରେ ଜିତିବା ପାଈ କିଛିବି କରିବାକୁ ପ୍ରସ୍ତୁତ ଅଛନ୍ତି ପୁଟିନ ସରକାର । ହାରିବାକୁ ବିଲକୁଲ ନାରାଜ ଅଛନ୍ତି ରାଷ୍ଟ୍ରପତି ପୁଟିନ । ନୂଆ ଆର୍ମି କମାଣ୍ଡ ନିଯୁକ୍ତ କଲେ ପୁଟିନ। ମେ ୯ ସୁଦ୍ଧା ୟୁକ୍ରେନ ଯୁଦ୍ଧରେ ସଫଳତା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ରୁଷ ରାଷ୍ଟ୍ରପତି…