ଯୁଦ୍ଧର ଜବାବ ବିଷରେ ଦେଉଛି ୟୁକ୍ରେନର ନାଗରିକ
ଡୁମାଣୀ ଟିଭି,୪/୪ : ଗତ ପାଞ୍ଚ ସପ୍ତାହ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏହାର ବନ୍ଦ ହେବାର ନା ନେଉନି । ଦୁଇ ଦେଶ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ସତ୍ତ୍ୱେ କୌଣସି ନିଷ୍କର୍ସ ବାହାରିପାରୁନି । ଋଷୀୟ ଯୋଦ୍ଧାମାନେ ବିମାନ ସହିତ ୟୁକ୍ରେନକୁ ବୋମାମାଡ଼ କରୁଛନ୍ତି ।
ଏହି ସମୟରେ…