ଯୁଦ୍ଧଭୂମିକୁ ଓହ୍ଲାଉଛନ୍ତି ରୁଷ୍ର ପିଲା
ରୁଷ୍-ୟୁକ୍ରେନ ଯୁଦ୍ଧକୁ ୫୦ରୁ ଅଧିକ ଦିନ ହୋଇଗଲାଣି। ତଥାପି ରୁଷ୍ ପଛକୁ ହଟୁନି। ୟୁକ୍ରେନ ଉପରେ ଆକ୍ରମଣ ଦିନକୁ ଦିନ ତୀବ୍ର କରି ଚାଲିଛି। ଏହାରି ଭିତରେ ଏକ ଖବର ଆସିଛି କି, ରୁଷ୍ ଏବେ ୟୁକ୍ରେନରେ ନିଜ ସୈନିକଙ୍କ ସଂଖ୍ୟା ବଢ଼ାଇବା ପାଇଁ ପିଲାମାନଙ୍କୁ ବ୍ୟବହାର କରୁଛି। ହ୍ୟୁମାନ…