ଧମକପୂର୍ଣ୍ଣ ମେଲ୍ ପରେ ସଲମାନ ଖାନଙ୍କୁ Y+ ସୁରକ୍ଷା
ଧମକପୂର୍ଣ୍ଣ ମେଲ୍ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା । ହତ୍ୟା ଧମକକୁ ନେଇ ବାନ୍ଦ୍ରା ଥାନାରେ ଏତଲା ଦାଏର ହୋଇଥିବା ବେଳେ ପୋଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସଲମାନଙ୍କ ଆପାର୍ଟମେଣ୍ଟ ଗାଲାକ୍ସି ଆଗରେ ବ୍ୟାପକ ପୋଲିସ…