ସେହୱାଗଙ୍କୁ ମିଳିବ “ଆଇସିସି ହଲ୍ ଅଫ୍ ଫେମ୍’ ସମ୍ମାନ
ନୂଆଦିଲ୍ଲୀ, ୧୩ା୧୧: ପୂର୍ବତନ ଇଣ୍ଡିଆ ଟିମ୍ କ୍ରିକେଟର ବିରେନ୍ଦ୍ର ସେହୱାଗଙ୍କୁ ବଡ଼ ସମ୍ମାନ । ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ହଲ୍ ଅଫ୍ ଫେମରେ ସ୍ଥାନ ପାଇଛନ୍ତି ଭାରତୀୟ କିମ୍ବଦନ୍ତୀ କ୍ରିକେଟର୍ ଡାଏନା ଇଦୁଲଜି, ବିରେନ୍ଦ୍ର ସେହବାଗ ଓ ଶ୍ରୀଲଙ୍କାର ପୂର୍ବତନ…