କ୍ୟୁଏସ୍ ୱାଲ୍ଡ୍ ୟୁନିଭର୍ସିଟି ରାଙ୍କିଂରେ ଓଡିଶାର ଏକମାତ୍ର ଘରୋଇ ଶିକ୍ଷାନୁଷ୍ଠାନ ସୋଆ
ଡୁମାଣୀ ଟିଭି ,7/4 :ପାଠ୍ୟକ୍ରମ ଅନୁସାରେ କ୍ୟୁଏସ୍ ୱାଲ୍ଡ୍ ୟୁନିଭର୍ସିଟି ରାଙ୍କିଂ ଘୋଷଣା କରାଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମଡ୍ ବିଶ୍ୱବିଦ୍ୟାଳୟ ଏକମାତ୍ର ଘରୋଇ ଶିକ୍ଷାନୁଷ୍ଠାନ ଭାବେ ଏହି ସମ୍ମାନଜନକ ମାନ୍ୟତା ହାସଲ କରିପାରିଛି। କୋଲକାତା ବିଶ୍ୱବିଦ୍ୟାଳୟ, ଅଲିଗଡ…