Browsing Tag

#social media closed

ସଙ୍କଟରେ ଶ୍ରୀଲଙ୍କା ଦେଶବ୍ୟାପୀ ବନ୍ଦ ହେଲା ସୋସିଆଲ ମିଡିଆ

ଡୁମାଣୀ ଟିଭି ୩/୪:ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ଘୋଷଣା ହୋଇଛି ଲକଡାଉନ । ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି ସରକାର । ଆଜି ସନ୍ଧ୍ୟାରୁ ଏହି କର୍ଫ୍ୟୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ସୋମବାର ସକାଳେ ଏହି କର୍ଫ୍ୟୁ ହଟାଇ ଦିଆଯିବ ।…