ମସଜିଦ କୁବାକୁ ବିସ୍ତାର କରିବ ସାଉଦି ସରକାର
ଡୁମାଣୀ ଟିଭି,୯/୪:ଭବିଷ୍ୟଦ୍ବକ୍ତା ହଜରତ ମହମ୍ମଦଙ୍କ ଦ୍ୱାରା ନିର୍ମିତ ଇସଲାମର ପ୍ରଥମ ମସଜିଦ “ମସଜିଦ କୁବା” କୁ ବିସ୍ତାର କରିବାକୁ ସାଉଦି ସରକାର ନିଷ୍ପତ୍ତି ନେଇଛନ୍ତି । ସାଉଦି ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ମସଜିଦ କ୍ୟୁବାକୁ ୧୦ ଗୁଣା ଥର ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।…