Browsing Tag

#southafrica #news #india #dumanitv #odisha

ଦକ୍ଷିଣ ଆଫ୍ରିକାରେ ଭୟାବହ ବନ୍ୟା ୩୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଡୁମାଣୀ ଟିଭି,୧୫/୪:ଦକ୍ଷିଣ ଆଫ୍ରିକାର ଡର୍‌ବନ ସହର ଏବଂ ପୂର୍ବ କ୍ୱାଜୁଲୁ-ନେଟଲ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ୩୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆହୁରି ମଧ୍ୟ ପୂର୍ବାନୁମାନ କରାଯାଇଛି ଯେ ଆଗାମୀ…