୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ
ମୁମ୍ବାଇ: ଲସ୍ ଆଞ୍ଜେଲସରେ ହେବାକୁଥିବା ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁସାମିଲ କରାଯାଇଛି । ଏନେଇମୁମ୍ବାଇରେ ·ଲିଥିବା ଅନ୍ତର୍ଜାତୀୟଅଲିମ୍ପିକ୍ କମିଟି (ଆଇଓସି)ରଅଧିବେଶନରେ ମୋହର ବାଜିଛି ।୧୨୮ ବର୍ଷ ପରେ ଅଲିମ୍ପିକ୍ସକୁଫେରିଛି କ୍ରିକେଟ୍ । ଅଲିମ୍ପିକ୍ସରେ ଟି-୨୦ ଫର୍ମାଟରେ କ୍ରିକେଟ୍…