Browsing Tag

#Sports #IndiavPakistan #DumaniTv

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ୧୧ ହଜାରରୁ ଅଧିକ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ, ୧୦ା୧୦ ଚଳିତ ବିଶ୍ୱକପରସବୁଠାରୁ ବଡ଼ ମୁକାବିଲା ଶନିବାରଖେଳାଯିବ । ଗୋଟିଏ ପଟେ ଭାରତ ଓଅନ୍ୟପଟେ ରହିବ ପାକିସ୍ତାନ । ଏହିହାଇଭୋଲଟେଜ ମ୍ୟାଚ୍ ପାଇଁ ଫ୍ୟାନ୍ସଙ୍କମଧ୍ୟରେ ଏବେଠାରୁ ଉତ୍ସାହ ଲାଗିରହିଛି । ୧ ଲକ୍ଷରୁ ଅଧିକ ଲୋକ ବସିପାରୁଥିବା ଅହମଦାବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ…