Browsing Tag

#state election commission

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଫଳାଫଳ ମାତ୍ରାଧିକ ଭୋଟ ହାସଲ କରିଛି ବିଜେଡି

ଡୁମାଣୀ ଟିଭି ,୨୭/୩ : ଯାହା ଆଶାନୁରୂପ ଫଳ ପ୍ରତିଫଳିତ ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସଫଳତାକୁ ପୌର ନିର୍ବାଚନରେ ଦୋହରାଇଛି ଶାସକ ବିଜୁ ଜନତା ଦଳ। ଆଉ ବହୁ ପଛରେ ରହି ଯାଇଛନ୍ତି ଦୁଇ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ। ରାଜ୍ୟର ୩ ମହାନଗର ନିଗମରେ ବିଜେଡି ବାଜିମାତ୍ କରିଛି।…

ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ହେଲେ ଭୁବନେଶ୍ୱରର ପ୍ରଥମ ମହିଳା ମେୟର

ଡୁମାଣୀ ଟିଭି ,୨୭/୩ : ଯାହା ଆଶା କରାଯାଉଥିଲା ତାହା ହିଁ ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସଫଳତାକୁ ପୌର ନିର୍ବାଚନରେ ବଜାୟ ରଖିଛି ଶାସକ ବିଜୁ ଜନତା ଦଳ। ବହୁ ପଛରେ ରହି ଯାଇଛନ୍ତି ଦୁଇ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ। ରାଜ୍ୟର ୩ ମହାନଗର ନିଗମରେ ବିଜେଡି ପ୍ରାର୍ଥୀ…

ଚୌଦ୍ୱାର ପୌରନିର୍ବାଚନ ବାଜି ମାରିଲା ବିଜେଡି

ଡୁମାଣୀ ଟିଭି ,୨୬/୩ : ଚୌଦ୍ବାର ପୌରନିର୍ବାଚନ ଫଳାଫଳ ଆସିବା ପରେ ବିଜେଡ଼ି ଶିବିରରେ ଖୁସିର ମାହୋଲ୍ ଦେଖିବାକୁ ମିଳିଛି । ଚୌଦ୍ବାର ପୌର ଅଧ୍ୟକ୍ଷା ପଦ ବିଜେଡ଼ି ପ୍ରାର୍ଥିନୀ ମାନସୀ ସ୍ୱର୍ଣ୍ଣପ୍ରଭାଙ୍କ ହାତକୁ ଯାଇଥିବା ବେଳେ ମୋଟ ୧୯ଟି ୱାର୍ଡରୁ ୧୩ଟି ୱାର୍ଡରେ ବିଜେଡ଼ି କାଉନସିଲର…

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ବିଜୟ ଅଭିମୁଖେ ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ

ଡୁମାଣୀ ଟିଭି ,୨୬/୩ : ଭୁବନେଶ୍ବର ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀ ପାଇଁ ହୋଇଥିବା ନିର୍ବାଚନରେ ବିଜେଡିକୁ ଅଧିକ ଭୋଟ ମିଳିଛି। ରିପୋର୍ଟ ଲେଖାଯିବା ବେଳକୁ ବିଜେଡିର ପ୍ରାର୍ଥିନୀ ସୁଲୋଚନା ଦାସଙ୍କୁ ୭୫,୧୫୨ ଖଣ୍ଡ ଭୋଟ ମିଳିସାରିଛି। ବିଜେପିର ପ୍ରାର୍ଥିନୀ ସୁନୀତି…

ପୌର ନିର୍ବାଚନ ଫଳାଫଳ ; କିଏ କେଉଁଠି ହୋଇଛି ବିଜୟ ?

ଡୁମାଣୀ ଟିଭି ,୨୬/୩ : ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ସରିଥିବା ବେଳେ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଆଗୁଆ । ୨୫୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ସୁବାସ ସିଂହ । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସୁଦ୍ଧା…

ବିଏମସି ନିର୍ବାଚନ ଫଳାଫଳ ଆଗରେ ବିଜେଡି ମେୟର ସୁଲୋଚନା ଦାସ

ଭୁବନେଶ୍ୱର ମହାନଗର ନିଗମ ପାଇଁ ଆରମ୍ଭ ହେଲା ଭୋଟ ଗଣତି । ରାଜ୍ୟବ୍ୟାପୀ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱରରେ ବିଳମ୍ବରେ ଆରମ୍ଭ ହୋଇଛି । ଭୁବନେଶ୍ୱର ମହାନଗର ନିଗମର ଭୋଟ ଗଣତିରେ ବିଜେଡ଼ି ଆଗୁଆ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଭୋଟ ଗଣତି ବିଜେଡି ପ୍ରାର୍ଥୀ ସୁଲୋଚନା…

ରାଜ୍ୟର ୩ ବଡ ମହାନଗର ନିଗମରେ ମେୟର ସିଟ୍ ପାଇଁ ଚାଲିଛି ଫାଇଟ

ଡୁମାଣୀ ଟିଭି ,୨୬/୩ : ପୌର ଫଳାଫଳ । ଚାଲିଛି ଭୋଟ ଗଣତି । ରାଜ୍ୟର ତିନି ମହାନଗର ନିଗମ ଆସନରେ ଆଗରେ ଚାଲିଛି ବିଜେଡି । କଟକ ଓ ବ୍ରହ୍ମପୁର ମହାନଗର ଆସନରେ ଗଣତି ସଠିକ୍ ସମୟରେ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ଟିକିଏ ବିଳମ୍ବରେ ହୋଇଥିଲା ଗଣତି । ତେବେ ଆସନ୍ତୁ ଜାଣିବା କେଉଁ ମହାନଗର…

ଆଜି ପୌର ଗଣତି ଆଗରେ ବିଜେଡି

ଡୁମାଣୀ ଟିଭି ,୨୬/୩ : ଆଜି ଚାଲିଛି ପୌର ଭୋଟ ଗଣତି । ସକାଳ ଆରମ୍ଭ ହୋଇଥିବା ଗଣତିରେ ବିଜେଡି ଆଗୁଆ ରହିଛି । ରାଜ୍ୟର ଅଧିକାଂଶ ଏନ୍ଏସି, ପୌରାଅଞ୍ଚଳରେ ଆଗରେ ରହିଛି ବିଜେଡି । ତେବେ ଏବେ ସୁଦ୍ଧା ୧୦୮ ପୌରଧ୍ୟକ୍ଷ ଆସନ ମଧ୍ୟରୁ ୭୩ଟିରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ୧୭ଟିରେ ଏବଂ…

ରାଜ୍ୟରେ ସୁରୁଖୁରୁରେ ଚାଲିଛି ମତଦାନ

ଡୁମାଣୀ ଟିଭି ,୨୪/୩ : ଜାରି ରହିଛି ପୌର ଭୋଟ । ସମସ୍ତେ ନିଜର ଗଣତାନ୍ତ୍ରକ ଅଧିକାର ସାବ୍ୟସ୍ତ କରିବାକୁ ଭୋଟ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ ହୋଇଛି । ବେଶ୍ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ସହ ଭୋଟଦାନ ଜାରି ରହିଛି । ଏନେଇ ରାଜ୍ୟ ନିର୍ବାଚନ…