ସରିଲା ସୁମିତ ତପସ୍ୱିନୀଙ୍କ ପ୍ରଥମ ପର୍ଯ୍ୟାୟ ମେଡିଏସନ
ଡୁମାଣୀ ଟିଭି,୯/୪:କଟକ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ ପ୍ରଥମ ପର୍ଯ୍ୟାୟ ମେଡିଏସନ ସରିଛି । ଆଲୋଚନା ସକାରାତ୍ମକ ଥିବା ତପସ୍ୱିନୀ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି ଡାକ୍ତର ସୁମିତ କହିଛନ୍ତି, ଅଦାଲତଙ୍କ…