ସହରକୁ ଆବର୍ଜନାମୁକ୍ତ କରିବ ଟାଟା ଷ୍ଟିଲ ପ୍ରଦତ୍ତ ଯାନ୍ତ୍ରୀକ ସଫେଇ ମେସିନ୍
ଯୋଡା,: ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ମଙ୍ଗଳବାର ଯାନ୍ତ୍ରୀକ ସଫେଇ ମେସିନକୁ ଯୋଡା ବାସିନ୍ଦାଙ୍କଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଟାଟା ଷ୍ଟିଲ ପକ୍ଷରୁ ପ୍ରଦତ୍ତ ଏହି ମେସିନ୍ଟି ଯୋଡା ସହରକୁ ଆବର୍ଜନାମୁକ୍ତ ତଥା ନିର୍ମଳ ରଖିବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ…