ଆସନ୍ତା ୨୬ରୁ ରାଜ୍ୟରେ ବଢିବ ତାତି
ଆସନ୍ତା ୨୬ରୁ ରାଜ୍ୟରେ ବଢିବ ତାତି
ଡୁମାଣୀଟିଭି.୨୧/୩ : ବଢିବ ଗ୍ରୀଷ୍ମର ପ୍ରକୋପ, ତାତିବ ମାର୍ଚ୍ଚ । ଆକାଶରୁ ବର୍ଷିବ ନିଆଁ । ଆସନ୍ତା ୨୬ ତାରିଖ ବେଳକୁ ଗ୍ରୀଷ୍ମ ତାର ପ୍ରକୋପ ଦେଖାଇବ । ଅସ୍ତବ୍ୟସ୍ତ ହେବ ଜନଜୀବନ । ୪୫ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ପାରଦ ।
ସୂଚନା ଅନୁଯାୟୀ,!-->!-->…