ହସ୍ପିଟାଲ ଯାଇ ଆହାତଙ୍କୁ ଭେଟିଲେ ଜେଲେନସ୍କି
ଡୁମାଣୀ ଟିଭି,୪/୪ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର ଗ୍ରାମୀ ପୁରସ୍କାରରେ ଏକ ଅଭିଭାଷଣ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ସେଠାରେ ଉପସ୍ଥିତ ଥିବା ଲୋକଙ୍କଠାରୁ ସେ ତାଙ୍କ ଦେଶ ପାଇଁ ସମର୍ଥନ ଲୋଡିଥିଲେ । ଜେଲେନସ୍କି ସଂଗୀତ ଇଣ୍ଡଷ୍ଟ୍ରିର ବରିଷ୍ଠ…