୪୦୦ବର୍ଷରୁ ଗାଁର ହୋଇନି ହୋଲି
୪୦୦ବର୍ଷରୁ ଗାଁର ହୋଇନି ହୋଲି
ଡୁମାଣୀଟିଭି.୨୨/୩ : ରଙ୍ଗର ପର୍ବ ହୋଲି। ହେଲେ ଉତ୍ତରାଖଣ୍ଡ ରାଜ୍ୟର ଦୁର୍ଗମ ଅଞ୍ଚଳ ଅନ୍ତର୍ଗତ ରୁଦ୍ରପ୍ରୟାଗର ୩ଟି ଗାଁର ଲୋକେ ଖେଳିବେନି ହୋଲି। ଆଜିକାଲିକା କଥା ନୁହେଁ ୪୦୦ ବର୍ଷରୁ ଗାଁରେ କେହି ହୋଲି ଖେଳି ନାହାନ୍ତି କି ଆଗକୁ ବି କେବେ ଖେଳିବେନି।!-->!-->…