ଗ୍ରାମୀଣ ଭାରତରେ କୃଷି ଭିତ୍ତିଭୂମି ବିକାଶ ପାଇଁ ବେଦାନ୍ତ ଆଲୁମିନିୟମ୍ ପ୍ରତିଶ୍ରୁତିବଦ୍ଧ
ଭୁବନେଶ୍ୱର, : ଜାତୀୟ କୃଷକ ଦିବସ ଅବସରରେ ଭାରତର ବୃହତମ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଭାରତର ଗ୍ରାମୀଣ ସମ୍ପ୍ରଦାୟର ଉନ୍ନତି ପାଇଁ ସାମାଜିକ- ଅର୍ଥନୈତିକ ଅଭିବୃଦ୍ଧିକୁ ବ୍ୟାପକ କରିବାର ପ୍ରତିବଦ୍ଧତାକୁ ଦୋହରାଇଛି। ସମ୍ମାନଜନକ ଜୀବିକା ନିର୍ବାହ, କୃଷି…