ବିଶ୍ୱର ଶ୍ରେଷ୍ଠ ୧୦ ବୃହତ୍ତମ ଉତ୍ପାଦକ କମ୍ପାନୀ ମଧ୍ୟରେ ବେଦାନ୍ତ ଆଲୁମିନିୟମ
ଭୁବନେଶ୍ୱର,ବିଶ୍ୱର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀଙ୍କ ମଧ୍ୟରେ ବେଦାନ୍ତ ଆଲୁମିନିୟମ- ଆନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ) ର ନୂତନ ସଦସ୍ୟତା ଲାଭକରିଛି। ଆନ୍ତର୍ଜାତୀୟ ଆଲୁମିନିୟମ୍ ପ୍ରତିଷ୍ଠାନ (ଆଇଏଆଇ) ହେଉଛି ବିଶ୍ୱର ପ୍ରାଥମିକ ଆଲୁମିନିୟମ୍ ଶିଳ୍ପକୁ ପ୍ରତିନିଧିତ୍ୱ…