କୁବେର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ରିମାଣ୍ଡର ଆଜି ଦ୍ୱିତୀୟ ଦିନ
ଡୁମାଣୀ ଟିଭି,୧୦/୪:କୁବେର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ରିମାଣ୍ଡର ଆଜି ଦ୍ୱିତୀୟ ଦିନ। ଆଜି ମଧ୍ୟ କାର୍ତ୍ତିକେଶ୍ୱରଙ୍କୁ ଜେରା କରିବ ଭିଜିଲାନ୍ସ। ଭିଜିଲାନ୍ସ କାର୍ଯ୍ୟଳୟରେ ରଖି ତାଙ୍କୁ ମାରାଥନ ଜେରା କରାଯାଉଛି। କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ଵିତୀୟ ପତ୍ନୀଙ୍କ ଘରୁ ୨…