ନନ୍ଦନକାନନ ବଢୁଛି ସିଂହ ସଂଖ୍ୟା ୩ୟ ଥର ମା ହେଲା ସିଂହ ବିଜଲୀ
ନନ୍ଦନକାନନ ବଢୁଛି ସିଂହ ସଂଖ୍ୟା ୩ୟ ଥର ମା ହେଲା ସିଂହ ବିଜଲୀ
ଡୁମାଣୀ ଟିଭି,୧୮/୩ : ନନ୍ଦନକାନନ ପାଇଁ ଖୁସି ଖବର । ତୃତୀୟ ଥର ମା ହେଲା ସିଂହ ବିଜଲୀ । ଆଜି ଭୋର ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପ୍ରସବ ପ୍ରକ୍ରିୟା ଜାରି ରହିଛି । ଆସନ୍ତା ୫ ରୁ ୭ ଘଣ୍ଟିକା ମଧ୍ୟରେ ଆଉ ଅଧିକ!-->!-->…