ବୁଚା ନରସଂହାର ପରେ ମହିଳାଙ୍କୁ ଦୁଷ୍କର୍ମ କରୁଛି ରୁଷ୍ ସେନା
ଡୁମାଣୀ ଟିଭି,୮/୪:ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଦୀର୍ଘ ଦେଢ଼ ମାସ ହେଲାଣି ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ବିଭୀଷିକାର ରୂପ ନେଇଛି। କୁହାଯାଉଛି ଯେ ରୁଷ ସେନା ଏବେ ୟୁକ୍ରେନ୍ ନାଗରିକଙ୍କ ନରସଂହାର କରୁଛି। ବୁଚା ନରସଂହାରର ଫଟୋ ଓ ଭିଡିଓ ଏବେ ସମସ୍ତଙ୍କୁ…