Browsing Tag

#world

ଜଳୁଛି ପାକିସ୍ଥାନ ଅସ୍ତ୍ରାଗାର

ଜଳୁଛି ପାକିସ୍ଥାନ ଅସ୍ତ୍ରାଗାର ଡୁମାଣୀ ଟିଭି,୨୦/୩ : ପାକିସ୍ତାନର ପଞ୍ଜାବ ପ୍ରାନ୍ତର ସିୟାଲକୋଟ୍ ସହରରେ ପାକିସ୍ତାନୀ ସେନାର ଅସ୍ତ୍ରଶସ୍ତ୍ର ଗୋଦାମରେ ଭୀଷଣ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ପରେ ସୈନ୍ୟ ବାହିନୀର ବିଶ୍ରାମସ୍ଥଳୀ ଭିତରେ ଭୀଷଣ ନିଆଁ ଲାଗିଯାଇଛି। ବିସ୍ଫୋରଣର କାରଣ ଏବେ…

ଧୋନୀଙ୍କ ଲକି ନମ୍ବର ୭ ପଛର ରହସ୍ୟ କଣ ?

ଡୁମାଣୀ ଟିଭି,19/୩ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜର କ୍ରିକେଟ କ୍ୟାରିୟର ଆରମ୍ଭରୁ ନମ୍ୱର ୭ ଜର୍ସି ସହ ନିଜକୁ ଜଡିତ ରଖିଛନ୍ତି। ୪୦ ବର୍ଷିୟ ଏହି କ୍ରିକେଟର ସବୁବେଳେ ୭ ନମ୍ୱର ଜର୍ସି ପିନ୍ଧି ପଡିଆକୁ…

ଋଷର ମିସାଇଲ ମାଡରେ ଘାଇଲା ୟୁକ୍ରେନ୍‌

ଋଷର ମିସାଇଲ ମାଡରେ ଘାଇଲା ୟୁକ୍ରେନ୍‌ ଡୁମାଣୀ ଟିଭି,୧୮/୩ : ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଘନଘନ ହେଉଛି ମିସାଇଲ୍ ମାଡ଼ । ଫଳରେ ନିମିଷକ ମଧ୍ୟରେ ଚାଲିଯାଉଛି ଜୀବନ । ଧ୍ୱଂସ ବିଧ୍ୱଂସ ହେଉଛି ସହର । ହେଲେ ପଛକୁ ହଟୁନି ଋଷ୍ କି ବାଟ ଛାଡ଼ୁନି ୟୁକ୍ରେନ୍ ।…

ଭାରତୀୟ ମିସାଇଲର ଜବାବ ଦେବାକୁ ଚେଷ୍ଟା କରୁଛି ପାକିସ୍ତାନ

ଭାରତୀୟ ମିସାଇଲର ଜବାବ ଦେବାକୁ ଚେଷ୍ଟା କରୁଛି ପାକିସ୍ତାନ ଡୁମାଣୀ ଟିଭି,୧୮/୩ : ଭାରତ ଓ ପାକିସ୍ତାନର ଲୁଚକାଳି ଖେଳ ବିଷୟରେ ସମସ୍ତଙ୍କୁ ଜଣା । ଭାରତ ମାର୍ଚ୍ଚ ୯ ତାରିଖରେ ଟେଷ୍ଟିଙ୍ଗ କରିବା ସମୟରେ ଭୁଲବସତଃ ପାକିସ୍ତାନ ସୀମାରେ ଭାରତୀୟ ମିସାଇଲ ପଡିବା ଘଟଣାର ଜବାବ ଦେବାକୁ…

ଋଷ ର ଆକ୍ରମଣରେ ୟୁକ୍ରେନ ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ

ଋଷ ର ଆକ୍ରମଣରେ ୟୁକ୍ରେନ ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ଡୁମାଣୀ ଟିଭି,୧୮/୩ : ଋଷ-ୟୁକ୍ରେନ ଯୁଦ୍ଧ ବିଗତ ୨୩ ଦିନ ହେବ ଚାଲିଛି । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ପୁଟିନ ସେନା । ୨୪ ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ସେନା ଯବାନଙ୍କ ସହିତ ସାଧାରଣ ନାଗରିକ ବି…

ମିସ୍ ପୋଲାଣ୍ଡ କାରୋଲିନା ବିଏଲାଭସ୍କା ମିସ୍ ୱାର୍ଲ୍ଡ ୨୦୨୧

ମିସ୍ ପୋଲାଣ୍ଡ କାରୋଲିନା ବିଏଲାଭସ୍କା ମିସ୍ ୱାର୍ଲ୍ଡ ୨୦୨୧ ଡୁମାଣୀ ଟିଭି ,୧୭/୩ : ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ପାଇଁ ପଢୁଥିବା ମିସ୍ ପୋଲାଣ୍ଡ କାରୋଲିନା ବିଏଲାଭସ୍କା ଗୁରୁବାର ଦିନ ପୁଏର୍ତୋ ରିକୋର ସାନ ଜୁଆନ୍ର କୋକାକୋଲା ମ୍ୟୁଜିକ୍ ହଲରେ ଅନୁଷ୍ଠିତ କରୋନେସନ୍ରେ ଲୋଭନୀୟ ମିସ୍…

ଆସୁଛି ବାତ୍ୟା ଆସନୀ

ଡୁମାଣୀ ଟିଭି ,୧୭/୩ : ଆସୁଛି ବାତ୍ୟା ଆସନୀ। ଏହା ୨୦୨୨ର ପ୍ରଥମ ବାତ୍ୟା। ବଙ୍ଗୋପସାଗରର ଦକ୍ଷିଣପୂର୍ବରେ ସୃଷ୍ଟି ହୋଇଥିବା ଲଘୁଚାପ ମାର୍ଚ୍ଚ ୨୧ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇ ଆଣ୍ଡାମାନ ଏବଂ ନିକୋବାର ଦୀପରେ ମାଡ଼ ହେବ ଏବଂ ଧୀରେ ଧୀରେ ବାଂଲାଦେଶ ଓ ମିଆଁମାର ଆଡ଼କୁ ଗତି କରିବ…

ପ୍ରକୃତି ରାଣୀର ଅଭୁଦ ରୂପରେ ରୂପ ବଦଳାଉଛି ଗଛ

ପ୍ରକୃତି ରାଣୀର ଅଭୁଦ ରୂପରେ ରୂପ ବଦଳାଉଛି ଗଛ ଡୁମାଣୀ ଟିଭି ,୧୭/୩ : ପ୍ରକୃତିରେ ଏପରି କିଛି ଘଟଣା ରହିଛି, ଯାହାକୁ ଆପଣ ଆଖିରେ ଦେଖି ମଧ୍ୟ ବିଶ୍ୱାସ କରିପାରିବେ ନାହିଁ । ସେହିପରି ନିକଟରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗଛମାନଙ୍କୁ ଇନ୍ଦ୍ରଧନୁର ରଙ୍ଗ ଦେଖିବାକୁ…

କରୋନାରେ ପୁଣି ବିଗିଡିବାରେ ଲାଗିଲାଣି ଚୀନର ସ୍ଥିତି

ଡୁମାଣୀ ଟିଭି ,୧୭/୩ : କରୋନା ପାଇଁ ଚୀନ୍ର ଅବସ୍ଥା ପୁଣି ଖରାପ ହେବାରେ ଲାଗିଛି । ୨୦୨୦ ପରାଠାରୁ ଏଠାରେ ସବୁଠାରୁ ଖରାପ ପରିସ୍ଥିତି କୁହାଯାଉଛି । ବଢୁଥିବା ମାମଲା ହେତୁ ଚାଇନାର ଅନେକ ସ୍ଥାନରେ ଚିକିତ୍ସା ସମ୍ବଳର ଅଭାବ ଅନୁଭୂତ ହେଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା…

ଏସିଆରେ ଧନୀ ତାଲିକାର ଶୀର୍ଷରେ ପୁଣି ମୁକେଶ ଅମ୍ବାନୀ

ଏସିଆରେ ଧନୀ ତାଲିକାର ଶୀର୍ଷରେ ପୁଣି ମୁକେଶ ଅମ୍ବାନୀ ଡୁମାଣୀ ଟିଭି ,୧୭/୩ : ପୁଣି ଏସିଆର ଧନୀ ତାଲିକାର ଶୀର୍ଷକୁ ଯାଇଛନ୍ତି ମୁକେଶ ଅମ୍ବାନୀ । ୧୦୩ ବିଲିଅନ୍ ଡଲାର ସହ ମୁକେଶ ଏସିଆର ସବୁଠାରୁ ବଡ଼ ଧନୀ ହୋଇଛନ୍ତି । ବର୍ଷକ ଭିତରେ ମୁକେଶଙ୍କ ସମ୍ପତ୍ତି ୨୪ ପ୍ରତିଶତ ବଢ଼ିଛି । ଏହା ସହ…