ଯୁଦ୍ଧ ବଢ଼ାଉଛି ଆମେରିକା: ଲାଭରୋଭ
ନୂଆଦିଲ୍ଲୀ : ଭାରତରୁଷ ସଂପର୍କରେ ରୁଷର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ୍ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି । ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଲାଭରୋଭ କହିଛନ୍ତି ଯେ ଭାରତ ସହ ରୁଷିଆର ବନ୍ଧୁତା ବିଶେଷ ଏବଂ ବନ୍ଧୁତା କେବଳ…