ରାମମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଇ ଯୁବକ ଗିରଫ
ଅରାରିଆ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ଦେଇଥିବା ବିହାର ଅରାରିଆ ଜିଲାର ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରଇଛି। ଇନ୍ତେଖାବ୍ ଆଲାମ ନାମକ ଯୁବକ ପୋଲିସକୁ ଫୋନ୍ କରି ଏଭଳି ଧମକ ଦେଇଥିଲେ। ତାଙ୍କୁ ବଲୁଆ…