ଯୋଗାଣ ବିଭାଗର ଚଢ଼ାଉ : ୭୦ ଗ୍ୟାସ୍ ସିଲିଣ୍ଡର ଜବତ
ଫୁଲବାଣୀ,(ଡିକେ ନୁ୍ୟଜ):ଫୁଲବାଣୀ ସହରର ସ୍ଥିତଅମଲାପଡ଼ାର ଏକ ଦୋକାନ ଘରୁବେଆଇନ ଭାବେ ରଖାଯାଇଥିବା୭୦ଟି ଗ୍ୟାସ୍ ସିଲିଣ୍ଡର ଜବତକରିଛି ଜିଲ୍ଲା ଯୋଗାଣ ବିଭାଗ ।ଫୁଲବାଣୀ ସହରରେ ଗ୍ୟାସ କଳାବଜାରୀ ·ଲିଛି । ହିତାଧିକାରୀମାନେଏପଟେ ଠିକ୍ ଭାବରେ ଗ୍ୟାସପାଉନ ଥିବା ବେଳେଦଲାଲମାନେ ଗ୍ୟାସ୍ ଡିଲରଙ୍କ ସହହାତ ମିଳାଇ ବେଆଇନ ଭାବେ୨୦ ରୁ ୩୦ ଟି ଲେଖାଏଁ ଗ୍ୟାସରଖିଥାନ୍ତି । କିଛି ଦିନ ହେଲାଫୁଲବାଣୀ ସହରରେ ଗ୍ୟାସ୍ସିଲିଣ୍ଡର ଅଭାବ ଦେଖାଯାଇଥିବାରୁ ଜିଲ୍ଲା ଯୋଗାଣ ଅଧିକାରୀଜ୍ଞାନେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ବନ୍ଦରହିଥିବା ଦୋକାନ ଘରେଅ·ନକୁ ଚଢ଼ାଉ କରାଯାଇଥିଲା ।ବେଆଇନ ଭାବରେ ଗଛିତ ଥିବା୭୦ଟି ସିଲିଣ୍ଡର ଯୋଗାଣ ବିଭାଗପକ୍ଷରୁ ଜବତ କରାଯାଇଛି ।ବେଆଇନ ଗ୍ୟାସ୍ ସିଲିଣ୍ଡରରଖିଥିବା ଫୁଲବାଣୀ ଆମଲାପଡାବ୍ୟବସାୟୀ ତ୍ରିଲୋଚନ ଦାସଙ୍କୁଅଟକ ରଖି ଜିଲ୍ଲା ଯୋଗାଣବିଭାଗ ଅଧିକାରୀ ଶ୍ରୀ ମିଶ୍ରପଚରା ଉଚୁରା କରିଛନ୍ତି ।ଯୋଗାଣ ବିଭାଗ ଅଧିକାରୀଜ୍ଞାନେନ୍ଦ୍ର କୁମାର ମିଶ୍ରଙ୍କ ନିଷ୍ଠାପରଉଦ୍ୟମ, ଆନ୍ତରିକତା ଓ କାର୍ଯ୍ୟଦକ୍ଷତା ଯୋଗୁଁ ଏ ସବୁ ସମ୍ଭବହୋଇଥିବା କୁହାଯାଇଛି । ଏହିଚଢାଉରେ ଅତିରକ୍ତ ଯୋଗାଣଅଧିକାରୀ ସୂର୍ଯ୍ୟ କୁମାରପାଣିଗ୍ରାହୀ, ପି.ଭାର୍ଗବୀ,ଫୁଲବାଣୀ ଯୋଗାଣ ନୀରିକ୍ଷିକାକବିତା ରାଣୀ ବେହେରା ଭାଗନେଇଥିବା ଜଣାପଡିଛି ।