ଚୋରା ଆଗୁଆଣୀଗଣ୍ଡି ଵଲେରୋ ପିକଆପ ସହିତ 2 ଟି ସାଇକେଲ ଜବତ

Two bicycles seized along with stolen Valero pickup truck

42

ସୋରଡ଼ା :ବଡ଼ଗଡ଼ ବନାଞ୍ଚଳ ଆଜି ମଧର୍ଣ୍ଣ ପ୍ରୟା 1.00ଘଣ୍ଟା ସମୟ ରେ ଛପୁଲି ଗ୍ରାମ ରୁ 2 ଟି ସାଇକେଲ ସହ 4ଖଣ୍ଡ ଶାଗୁଆଣୀ ଗଣ୍ଡି ଜବତ କରିଛି ବଡ଼ଗଡ଼ ବନବିଭାଗ ଏବଂ bhor3.46 ସମୟ କେରୁଆଁଝୋଳି ଛକ ରୁ ରେ ଅନ୍ୟ ଏକ ଵଲେରୋମେକ୍ସ ପିକଆପ ମଧ୍ୟରୁ ଗମ୍ଭାରୀ କାଠ ଗଣ୍ଡି ଯାହାର ଆନୁମାନିକ ମୂଲ୍ୟ ଜବତ ଗାଡି ସହିତ ପ୍ରୟ2ଲକ୍ଷ୍ୟ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ଅର୍ଜନ କୁମାର ନାୟକ ଙ୍କ ଦେଇଥିବା ସୂଚନାରୁ ପ୍ରକଶ ଉକ୍ତ ଧରାପଗଡ଼ ରେ ବନାଞ୍ଚଳ ଅଧିକାରୀ ଶ୍ରୀ ଅର୍ଜନ କୁମାର ନାୟକ ଙ୍କ ସମେତ ଅନ୍ୟ ବନ କର୍ମଚାରୀ ଗଣ ମଧ୍ୟ ଉକ୍ତ ଧାରପଗଡ଼ ରେ ଅଂଶଗ୍ରହଣ କରିଥିଲେ l
ମହମ୍ମଦ ଇମଦାଦ ଶାରିଫ ଡ଼ୁମାନି ଖବର ପ୍ରତିନିଧି ଙ୍କ ରିପୋର୍ଟ ସୋରଡ଼ାବ୍ଲକ ଗଞ୍ଜାମ l

Leave A Reply

Your email address will not be published.