ଫିଲ୍ମ ‘ସମସେର’ ର ଟିଜର ରିଲିତ ପରେ, କାହାଣିକୁ ନେଇ ଇଣ୍ଡଷ୍ଟ୍ରିରେ ଉଠିଛି ପ୍ରଶ୍ନ

387

ସମସେର ଫିଲ୍ମର ରଣିବୀରଙ୍କ ଲୁକ୍ ସାମ୍ନାକୁ ଆସିସାରିଛି । ଲମ୍ବା ଦାଢି ନିଶ ସହିତ ଗହିର ଆଖି ତାଙ୍କ ଲୁକ୍ କୁ ଆହୁରୀ ଆକର୍ଷଣୀୟ କରୁଛି । ଏହି ଲୁକରେ ରଣବୀରଙ୍କୁ ଦେଖିବା ପାଇଁ ଫ୍ୟାନ୍ ମାନେ ଉତ୍ସାହିତ ସହିତ ଅପେକ୍ଷା କରିଛନ୍ତି । ଫିଲ୍ମ ସମସେର କୁ କରଣ ମଲହୋତ୍ରା ନିର୍ଦ୍ଦେଶନା ଦେଇଛନ୍ତି ।
ରଣବୀର କପୁରଙ୍କ ଅପକମିଙ୍ଗ ଫିଲ୍ମ ସମସେର ଖୁବଶୀଘ୍ର ବକ୍ସ ଅଫିସ୍େର ଧମାଲ ମଚାଇବାକୁ ଯାଉଛି । ସୂଚନା ଅନୁସାରେ ଜୁଲାଇ ୨୨ ତାରିଖରେ ଏହା ରିଲିଜ ହେବାକୁ ଯାଉଛି । ରଣବୀର କପୁରଙ୍କୁ ଏହି ଫିଲ୍ମରେ ଏକ ଭିନ୍ନ ଏବଂ ଆକର୍ଷଣୀୟ ନଜରରେ ଦେଖିବାକୁ ମିଳିବ । କିନ୍ତୁ ଟିଜର ରିଲିଜ ହେବା ପରେ ହେି ଫିଲ୍ମର କାହାଣି କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଠାରେ ପ୍ରଶ୍ନ ଉଠୁଛି କି କଣ ଏହି ଫିଲ୍ମ କୌଣସି ଏକ ସତ୍ୟ ଘଟଣା କୁ ନେଇ ନିର୍ମାଣ ହୋଇଛି ? ଏହି କଥାକୁ ନେଇ ରଣବୀର କପୁର ଏକ ଇଂଚରଭ୍ୟୁ୍େର କହିଥିଲେ, ସମସେର କୈଣସି ଡାକୁ କିମ୍ବା ଚୋରୀ ଘଟମା ଉପରେ ଆଧାରିତ ଫିଲ୍ମ ନୁହଁ, ଏହା ଏକ ଡକାୟତ ଜନଜାତିଙ୍କ କାହାଣି ଉପରେ ହୋଇଛି ଯେଉଁମାନେ କି ନିଜର ଅଧିକାର ଏବଂ ସ୍ୱାଧିନ ପାଇଁ ଇଂରେଜ ମାନଙ୍କ ସହିତ ଲଢେଇ କରୁଛନ୍ତି । ଆହୁରି ମଧ୍ୟ କହିଛନ୍ତି କି ଆଜି ପର୍ଯ୍ୟନ୍ତ ସେ ଯେତିକି ଫିଲ୍ମ କରିଛନ୍ତି ସବୁ ଠାରୁ ହୋ ଭିନ୍ନ ।

Leave A Reply

Your email address will not be published.