ବୁଷ୍ଟର ଡୋଜ୍ ଟୀକା ନପାଇ ଉତ୍ୟେକ୍ତ ଲୋକେ ମେଡିକାଲରେ ତାଲା ପକାଇଲେ

154

ବାଲେଶ୍ଵର, ୧୬ ଜୁଲାଇ – ବୁଷ୍ଟର ଡୋଜ୍ ଟୀକା ନପାଇବାରୁ ଉତ୍ୟେକ୍ତ ଲୋକେ ଶୂନହଟ ସହରାଚଂଳ ମେଡିକାଲ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି । ଅଫ୍ ଲାଇନ୍ ରେ ଥିବା ଲୋକଙ୍କୁ ବୁଷ୍ଟର ଡୋଜ୍ ଟୀକା ନମିଳିବାରୁ ସେଠାରେ ଉତେଜନା ପ୍ରକାଶ ପାଇଛି ।

Leave A Reply

Your email address will not be published.