କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବୃଙ୍ଗିଯୋଡି ପଞ୍ଚାୟତ ଗୁମି ସିଙ୍ଗୁଡ଼ିଖୋଲ ଗ୍ରାମ
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବୃଙ୍ଗିଯୋଡୀ ପଞ୍ଚାୟତ ଉପୋକଣ୍ଟ ପାଖରେ ଥିବା ଗୁମୀ ଚିନଗୁଡ଼ିଖୋଲ ୩୦୦ସହ ରୁ ଅଧିକ ଗ୍ରାମୋବାସି ବାସ କରୁଥିବାବେଳେ ସରକାର ଯୋଜନାରୁ ଅଗ୍ୟ ଥିବା ମୋନେ ହେଉଛି ଏମିତିକି ପାନୀୟ ଜଳ ଗୋମୋନା ଗୋମନ ପାଇଁ ମୋଧ୍ୟ ବଞ୍ଚିତ ଥିବା ପୋଡ଼ିଚି ଏଇ ଦେଖୋନ୍ତୁ ରାସ୍ତା ହେଇଛି କେମିତି ଚ ଛ ନୀୟ ରାସ୍ତାସୁବିଧା ସକାଶେ ଆମ୍ବୁଲାନ୍ସ ସେବା ବି ପାଉ ନାହାଁନ୍ତି ଗ୍ରାମ ବାସି ଏ ମୀତିକି ପିଇବା ପାଣି ପାଇଁ ବି ବହୁତ୍ ଅସୁବିଧା ଥିବା ଯୋଣା ପଡିଛି ଏଇ ଦେଖନ୍ତୁ କିବୋଲି ବାବୋରେ ଚୁଆ ପାଣି ବ୍ୟବହାର କରୁଛନ୍ତି ଗ୍ରାମ ବାସି ଙ୍ଘା ର ଅସୁବିଧା ବିଶୋୟରେ ବ୍ଲକ ଅଧିକାରୀ ବିଡ଼ିଓକୁ ତଥା ସରପୋଞ୍ଚ କୁ ବାରମ୍ବ ବାରମ୍ୱ ଯୋନେଇଲେ ସୋପଥି ଦାବି ଶୁଣୁ ନାହାଁନ୍ତି ବୋଲି କହୁ ଛନ୍ତି ଗ୍ରାମ ବାସି