ଗାଜାରେ ଯଦ୍ଧୁ ବନ୍ଦ ପାଇ ଁ ଡବ୍ୟ୍ଲ ଏୁ ଚଓ୍ ମଖୁ ୍ୟଙ୍କ ନେି ବଦନ

134

ୱାଶିଂଟନ: ଗାଜାରେ ଅବସ୍ଥାଅତ୍ୟନ୍ତ ଖରାପ । ଆମେ ଆମରକର୍ମଚାରୀଙ୍କ ବିଷୟରେ ଚିନ୍ତିତ ।ଯୋଗାଯୋଗ ମଧ୍ୟ ସମ୍ଭବ ନୁହେଁ ।ତେଣୁ ଖୁବ୍ଶୀଘ୍ର ଯୁଦ୍ଧ ବନ୍ଦକରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ମୁଖ୍ୟ ଶକ୍ତିଶାଳୀଦେଶମାନଙ୍କୁ ନିବେଦନକରିଛନ୍ତି । ଡବ୍ଲ୍ୟୁଏଚ୍ଓ ମୁଖ୍ୟଟେଡ୍ରୋସ ଅଧନୋମଘେବ୍ରେୟେସସ୍ ତାଙ୍କ ପୋଷ୍ଟରେକହିଛନ୍ତି, “ଗାଜାରେ ଭୟଙ୍କରବୋମା ବିସ୍ଫୋରଣର ଖବରଅତ୍ୟନ୍ତ ଦୁଖଦାୟକ । ଏଭଳିପରିସ୍ଥିତିରେ ରୋଗୀଙ୍କୁ ସ୍ଥାନାନ୍ତର କରିବା କିମ୍ବା ସୁରକ୍ଷିତ ଆଶ୍ରୟ ନେବାସମ୍ଭବ ନୁହେଁ । ବ୍ଲାକ୍ଆଉଟ୍ ଯୋଗୁ ଆମ୍ବୁଲାନ୍ସ ଗୁଡ଼ିକ ଆହତଙ୍କ ନିକଟରେପହଞ୍ଚିବା ଅସମ୍ଭବ ହୋଇପଡ଼ିଛି । ଆମେ ଏପର୍ଯ୍ୟନ୍ତ ଅ ।ମର କର୍ମଚାରୀ
ଏବଂ ସ୍ୱାସ୍ଥ୍ୟ ସୁବିଧା ସହିତସମ୍ପର୍କରେ ନାହୁଁ । ମୁଁ ସେମାନଙ୍କ ସୁରକ୍ଷାପାଇଁ ଚିନ୍ତିତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନସମସ୍ତଙ୍କୁ ନିବେଦନ କରୁଛି କି,
ଶକ୍ତିଶାଳୀ ଦେଶମାନେ ଯୁଦ୍ଧ ବନ୍ଦକରନ୍ତୁ । ଡବ୍ଲ୍ୟୁଏଚ୍ଓ ମୁଖ୍ୟ କହିଛନ୍ତି,ଏହି ପ୍ରସ୍ତାବ ବାଧ୍ୟତାମୂଳକ ନୁହେଁ ।ଆରବ ଦେଶଗୁଡିକ ଦ୍ୱାରାଉପସ୍ଥାପିତ ହୋଇଥିବା ଏହି
ପ୍ରସ୍ତାବକୁ ୧୯୩ ସଦସ୍ୟ ବିଶିଷ୍ଟବିଶ୍ୱ ସଂଗଠନ ୧୪ ବିରୋଧରେ୧୨୦ ଭୋଟ ଦେଇଥିବାବେଳେ୪୫ଟି ଦେଶ ଏଥିରେ ଭୋଟ
େ ଦ ବ । କ ୁ ମ ନ । କ ର ି ଛ ନ୍ତ ି

Leave A Reply

Your email address will not be published.