ଚୌଦ୍ୱାର ପୌରନିର୍ବାଚନ ବାଜି ମାରିଲା ବିଜେଡି

195

ଡୁମାଣୀ ଟିଭି ,୨୬/୩ : ଚୌଦ୍ବାର ପୌରନିର୍ବାଚନ ଫଳାଫଳ ଆସିବା ପରେ ବିଜେଡ଼ି ଶିବିରରେ ଖୁସିର ମାହୋଲ୍ ଦେଖିବାକୁ ମିଳିଛି । ଚୌଦ୍ବାର ପୌର ଅଧ୍ୟକ୍ଷା ପଦ ବିଜେଡ଼ି ପ୍ରାର୍ଥିନୀ ମାନସୀ ସ୍ୱର୍ଣ୍ଣପ୍ରଭାଙ୍କ ହାତକୁ ଯାଇଥିବା ବେଳେ ମୋଟ ୧୯ଟି ୱାର୍ଡରୁ ୧୩ଟି ୱାର୍ଡରେ ବିଜେଡ଼ି କାଉନସିଲର ବାଜିମାତ କରିଛନ୍ତି କ୍ଷ ତେବେ ଏହି ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଚୌଦ୍ବାର- କଟକର ପୂର୍ବତନ ବିଧାୟକ ଡା ପ୍ରଭାତ ରଞ୍ଜନ ବିଶ୍ଵାଳ ଦେଇଥିବା ବେଳେ ଅନ୍ୟ ବିଜେତା କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀ ମଧ୍ୟ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ।
ଚୌଦ୍ୱାର ପୌରପରିଷଦ କାଉନସିଲର ଫଳାଫଳ

ୱାର୍ଡ଼ ନଂ
୧- ଲିଲିବାଳା ସାହୁ (ସ୍ୱାଧୀନ )
୨- ସବିତା ମାହାଳି (ବିଜେଡ଼ି )
୩-ସୁପର୍ଣ୍ଣଖା ସଏ (ସ୍ୱାଧୀନ)
୪-ଅଜୟ କୁମାର ବେହେରା (ବିଜେଡ଼ି )
୫-ସୁଜାତା ସାହୁ (ସ୍ୱାଧୀନ )
୬-ଦିଲ୍ଲୀପ ସାହୁ (ବିଜେଡ଼ି )
୭-କଲ୍ୟାଣୀ ସାହୁ (ବିଜେଡ଼ି )
୮-ବିଜୟଲଷ୍ମୀ ବେହେରା (ବିଜେଡ଼ି )
୯-ରଙ୍ଗଲତା ସାହୁ (ବିଜେଡ଼ି )
୧୦-ବିଜୟ କୁମାର ମଲ୍ଲିକ (ବିଜେଡ଼ି )
୧୧-ବିନୋଦିନୀ ରାଉତରାୟ (ସ୍ୱାଧୀନ )
୧୨-ସୁବ୍ରତ କୁମାର ସାମଲ (ବିଜେଡ଼ି )
୧୩-ସୁଜାତା ସାହୁ (ବିଜେପି )
୧୪-ରଞ୍ଜୁଲତା ଦାସ (ବିଜେଡ଼ି )
୧୫-ଦିଲ୍ଲୀପ ଭୂୟାଁ (କଂଗ୍ରେସ )
୧୬-ଅଜୟ କୁମାର ବେହେରା (ବିଜେଡ଼ି )
୧୭-ଆଶୁତୋଷ ଦାସ (ବିଜେଡ଼ି )
୧୮-ବିଜୟ କୁମାର ସାହୁ (ବିଜେଡ଼ି )
୧୯-ଶୁଭେନ୍ଦୁ ସାମଲ (ବିଜେଡ଼ି )

Leave A Reply

Your email address will not be published.