ଜଳସେଚନ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା କଲେ ମନ୍ତ୍ରୀ

146

ବଲାଙ୍ଗିର, ୨୮ ଜୁନ – ଆଜି ମାନ୍ୟବର ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ତୁଷୁରା ଓ ଗୁଡଭେଲା ଅଞ୍ଚଳର ଚାଷୀଙ୍କ ମାନଙ୍କ ଉନ୍ନତି ପାଇଁ ଜଳସେଚନ ବିଭାଗର ବିଭାଗୀୟ ଅଧିକାରୀ ମାନଙ୍କ ସହିତ ତୁଷୁରା ଏନଏସି ଠାରେ ଆଲୋଚନା କରିଥିଲେ। ତୁଷୁରା ମାଇନର ଇରିଗେସନ ପ୍ରୋଜେକ୍ଟର କ୍ଷେତ୍ର ପରିଦର୍ଶନ କରି ଏହାର ପୁନରୁଦ୍ଧାର ଓ ସୋନ୍ଦର୍ଯ୍ୟକରଣ କରିବା ପାଇଁ ବିଷଦ ଆଲୋଚନା କରି ଡିପିଆର ପ୍ରସ୍ତୁତ କରିବା ପାଇଁ କହିଥିଲେ। ମନ୍ତ୍ରୀଙ୍କ ସହ ଏହି ଗସ୍ତରେ ବହୁ ବିଜେଡି କର୍ମୀ ଓ କର୍ମକର୍ତ୍ତା ସାମିଲ ହୋଇଥିଲେ।

Leave A Reply

Your email address will not be published.