କୋରାପୁଟ : ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ସିଭିଲ ସର୍ଭିସେସ ଦିବସ ରେ ପ୍ରଧାନମନ୍ତ୍ରୀ ଙ୍କ ଠାରୁ ଏକ୍ସଲେନସ୍ -2025 ଆୱାର୍ଡ ଗ୍ରହଣ କରିଛନ୍ତି l କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ଉଲ୍ଲେଖନୀୟ ଉନ୍ନୟନ କାର୍ଯ୍ୟ ଓ ଯୋଜନାର ସଫଳ ରୁପାୟନ ପାଇଁ ଜ଼ିଲ୍ଲାପାଳ ଙ୍କୁ ଏକ୍ସଲେନସ୍ -2025 ଆୱାର୍ଡ ପ୍ରଦାନ କରାଯାଇଛି l କୋରାପୁଟ ଜ଼ିଲ୍ଲାରେ ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜିଲି ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା, ହର ଘର ଜଳ ଯୋଜନା, ମିଶନ ଇନ୍ଦ୍ରଧନୁଶ, ପିଏମଜେଏୱାଇ, ପିଏମ ଏସଭିଏ ନିଧି, ପିଏମ୍ ବିଶ୍ବକର୍ମା, ସକ୍ଷମ, କିଶାନ କ୍ରେଡିଟ୍ କାର୍ଡ , ପୋଷଣ 2.0 ପ୍ରମୁଖ 11 ଟି କେନ୍ଦ୍ରୀୟ ଯୋଜନାର ସଠିକ ରୂପାୟନ କରାଯାଇଛି l ଦିଲ୍ଲୀ ଦରବାର କୋରାପୁଟ ଜ଼ିଲ୍ଲା ପ୍ରଶଂସିତ ହୋଇଥିବାରୁ କୋରାପୁଟ ବାସିନ୍ଦା ପ୍ରଶଂସା କରିଛନ୍ତି l
Sign in
Sign in
Recover your password.
A password will be e-mailed to you.