କୁଟୁରା ଶିକାର ଅଭିଯୋଗ: ଜଣେ ଗିରଫ, ଦେଶୀ ବନ୍ଧୁକ ଜବତ

699

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବନାଚଂଳ ବେପତଳା ଗାଁରେ କୁଟୁରା ଶିକାର କରି ଆଣିଥିବା ସ୍ୱାମୀ ବିରୋଧରେ ମହିଳାଙ୍କ ଅଭିଯୋଗ ପରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ ହୋଇଛି । ବନ ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।

Leave A Reply

Your email address will not be published.