ଗଣ୍ଡଗୋଳକାରୀଙ୍କ ତାଲିକା ପ୍ରସ୍ତୁତ: ଡିସିପ
ଭୁବନେଶ୍ୱର, (ଡିକେ ନୁ୍ୟଜ୍):ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀସଂଘର୍ଷ ପରେ ଘଟଣାସ୍ଥଳରେଅଧିକ ଫୋର୍ସ ମୁତୟନକରାଯାଇଛି । ଏନେଇ ଭୁବନେଶ୍ୱର
ଡିସିପି ପ୍ରତୀକ ସିଂ ସୂଚନାଦେଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇଗଣ୍ଡଗୋଳ ଘଟିଛି । ପୂର୍ବରୁ ଉଭୟଗୋଷ୍ଠୀର ୧୨ ଜଣଙ୍କୁ ଗିରଫ କରିକୋର୍ଟ ·ଲାଣ କରାଯାଇଥିଲା ।
ଗୁରୁବାର ଘଟଣାରେ ପୋଲିସପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯାଇଛି । ଗଣ୍ଡଗୋଳକାରୀମାନଙ୍କ ତାଲିକା ପ୍ରସ୍ତୁତ କରିଛିପୋଲିସ । ଗଣ୍ଡଗୋଳକାରୀଙ୍କୁ
ଖୁବଶୀଘ୍ର ଗିରଫ କରାଯିବ ।ସୂଚନାଯୋଗ୍ୟ ଯେ, ପୂର୍ବ ଶତ୍ରୁତାକୁକେନ୍ଦ୍ରକରି ପଦ୍ମକେଶରୀପୁର ଗ୍ରାମରଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷହୋଇଥିଲା । ଶତାଧିକ ଲୋକେ ଖଣ୍ଡା,ଟାଙ୍ଗିଆ, ଠେଙ୍ଗାବାଡିରେ ଆକ୍ରମଣକରିବା ସହ କାଚ ବୋତଲଫୋପାଡିଥିଲେ । ଫଳରେପଦ୍ମକେଶରୀପୁରର ୭ ନମ୍ବର ୱାର୍ଡରଲୋକେ ଗୁରୁତର ଆହତ ହୋଇଥିବାବେଳେ ୩ ନମ୍ବର ୱାର୍ଡ ଲୋକେ ମଧ୍ୟଆହତ ହୋଇଥିବା ଜଣାପଡିଥିଲା ।ଏସବୁ ମଧ୍ୟରେ ଆଇନ ଶୃଙ୍ଖଳାପରିସ୍ଥିତି ପାଇଁ ଯାଇଥିବା ଜୋନ୍ ୫ଏସିପି, ସହିଦନଗର ଥାନା,ମଞ୍ଚେଶ୍ୱର ଥାନା ପୋଲିସ ସମେତଗୋଟିଏ ପ୍ଲାଟୁନ୍ ଫୋର୍ସ ଉପସ୍ଥିତିରେବୁଝାସୁଝା କରିବା ସମୟରେପଥରବାଜି ହୋଇଥିଲା । ଦୁଇଗୋଷ୍ଠୀ ରାତି ତମାମ ଆତଙ୍କଖେଳାଇଥିଲେ । ଏଥିରେ ଏକାଧିକପୋଲିସ ଆହତ ହୋଇଥିଲେ ।ଶେଷରେ ଫୁଟାଇଲେ ହାତ ତିଆରିସୁତୁଲି ବାଣ । ଏହାପରେ ପୋଲିସରଫ୍ଲାଗ୍ ମାର୍ଚ୍ଚ ଆରମ୍ଭ ହୋଇଥିବାବେଳେ ଦୁଇ ଥାନାର ଥାନା ଅଧିକାରୀଓ ଜୋନ୍ ଏସିପି ଲୋକଙ୍କୁ ବୁଝାସୁଝାକରିବାକୁ ପ୍ରୟାସ କରିଥିଲେ ।ସରପଞ୍ଚ ନିର୍ବାଚନ ସମୟରୁ ଆରମ୍ଭହୋଇଥିଲା ଏହି ବିବାଦ । ପାଖାପାଖିଦୁଇ ବର୍ଷ ହେବ ଠିକ୍ ଠାକ୍ ·ଲିଥିବାବେଳେ ଦୁଇ ମାସ ହେବ ବଢ଼ିଛିତିକ୍ତତା । ତିକ୍ତତା ଓ ·ପା ଉତ୍ତେଜନାଯୋଗୁ ଗଣ୍ଡଗୋଳ ପରେ ଉଭୟପକ୍ଷରୁ ୧୬ ଜଣ ଗିରଫହୋଇଥିଲେ । କିନ୍ତୁ ଏବେ ସମସ୍ତେବେଲ୍ ପାଇ ବୁଲୁଛନ୍ତି ବାହାରେ ଯାହାପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।