ଥାନାରେ ହାଜର ହେଲେ ରାପ୍ ଗାୟକ ବାଦଶାହା

178

ମୁମ୍ବାଇ, ୩୦ା୧୦: ଥାନାରେ ହାଜରହେଲେ ରାପର ବାଦଶାହ । ବେଟିଂ ଆପ୍”ଫେୟାରପ୍ଲେ’ରେ ଆଇପିଏଲ୍ ଦେଖିବାକୁ
ବିଜ୍ଞାପନ କରି ଲୋକଙ୍କୁ ପ୍ରୋତ୍ସାହିତକରିଥିବାରୁ ଭାଇକମ ୧୮ ନେଟ୍ୱାର୍କବାଦଶଙ୍କ ବିରୋଧରେ ଅଭିଯୋଗ କରିଛି ।
ବାଦଶାହଙ୍କ ସମେତ ୪୦ଜଣ ବଲିଉଡ୍ଅଭିନେତାଙ୍କ ବିରୋଧରେ ଅଭିଯୋଗକରିଛି କମ୍ପାନୀ । ଏମାନଙ୍କ ମଧ୍ୟରେ ସଞ୍ଜୟ
ଦତ୍ତ ମଧ୍ୟ ରହିଛନ୍ତି । ସୂଚନା ଅନୁସାରେ,ଭାଇକମ ୧୮ ପାଖରେ ଆଇପିଏଲ୍ଦେଖାଇବାର ଅଧିକାର(ଇଣ୍ଟେରେକ୍ଚୁଆଲ୍ ପ୍ରପର୍ଟି ରାଇଟ୍ସ)
ରହିଥିଲା । ହେଲେ କଳାକାରମାନେଫେୟାର୍ପେ୍ଲ ଆପରେ ଆଇପିଏଲର ପ୍ର·ରକରୁଥିଲେ ବୋଲି କମ୍ପାନୀ ଅଭିଯୋଗକରିଛି । ଏହି ମାମଲାରେ ଡିଜିଟାଲ୍
ପାଏରେସିରେ ଏକ ମାମଲା ରୁଜୁ ହୋଇଛି ।ଫେୟାରପ୍ଲେ ଆପ୍ ମହାଦେବ ଆପ୍ ସହଜଡ଼ିତ । ଯାହା ସୌରଭ ଚନ୍ଦ୍ରାର ଓ ରବୀ
ଉପ୍ପଲଙ୍କ ଦ୍ୱାରା ପରି·ଳିତ ହେଉଛି । ଆଉଏହି ମହାଦେବ ବୁକ୍ ଆପ୍ ନାଁରେ ଆର୍ଥିକହେରଫେର ମାମଲା ହୋଇଛି । ଏହି
ଅଭିଯୋଗରେ ବର୍ତ୍ତମାନ ଇଡି ତଦନ୍ତକରୁଛି । ମହାଦେବ ଆପ୍ ମାମଲାରେ ମଧ୍ୟଅନେକ ବଲିଉଡ୍ କଳାକାର ଯଥା ରଣବୀର
କପୁର, ହୁମା କ୍ୟୁରେସୀ, କପିଲ ଶର୍ମାଏବଂ ଶ୍ରଦ୍ଧା କପୁର ଆଦି ଫସିଛନ୍ତି ।ଫେବ୍ରୁଆରୀରେ ମହାଦେବ ଆପର
ପ୍ରମୋଟର ଚନ୍ଦ୍ରାକରଙ୍କ ୟୁଏଇରେ ବିବାହହୋଇଥିବା ବେଳେ ଏଥିରେ ଅନେକବଲିଉଡ୍ ଅଭିନେତା ଯୋଗ ଦେଇଥିଲେ ।ତେଣୁ ଇଡି ସମସ୍ତଙ୍କୁ ସ୍କାନରରେ ନେଇଛି ।
ଏଥିରେ ସଞ୍ଜୟ ଦତ୍ତ, ସୁନୀଲ ଶେଟ୍ଟୀ,ଟାଇଘର ଶ୍ରଫ୍ ଇଡି ସ୍କାନରରେ ରହିଛନ୍ତ

Leave A Reply

Your email address will not be published.