ଦକ୍ଷିଣ ପରେ ଏବେ ପଶ୍ଚିମ ଓଡ଼ିଶା ବିକାଶ କ୍ଷେତ୍ରରେ ଯୋଡ଼ିହେବ କଳାହାଣ୍ଡି

157

ଭୁବନେଶ୍ୱର,୩୧ା୧୦(ଡିକେ ନୁ୍ୟଜ):ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଯିବେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ
ନେଇ ଉତ୍ସବମୁଖର ହୋଇଉଠିଛି କଳାହାଣ୍ଡି ।ଦକ୍ଷିଣ ପରେ ଏବେ ପଶ୍ଚିମ ଓଡ଼ିଶା । ଲକ୍ଷ୍ମୀବସ୍ ଯୋଜନା, ମେଡ଼ିକାଲ କଲେଜ ଏବଂ
ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ ।ବିକାଶ କ୍ଷେତ୍ରରେ ଯୋଡ଼ିହେବ ଆଉ ଏକନୂଆ ଫର୍ଦ୍ଦ । ପରିବହନ କ୍ଷେତ୍ରରେ ଉନ୍ନତି
ସହ ତ୍ୱରାନ୍ୱିତ ହେବ ବିକାଶ । ଜିଲ୍ଲାବାସୀଙ୍କୁପ୍ରାୟ ୧୨୦୦ କୋଟି ଟଙ୍କାର ଭେଟିଦେବେ ମୁଖ୍ୟମନ୍ତ୍ରୀ । ସେହିଭଳି
ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ୧୦୦ ସିଟ୍ବିଶିଷ୍ଟ ସହୀଦ ରେଣ୍ଡୋ ମାଝୀମେଡ଼ିକାଲ କଲେଜର ଉଦ୍ଘାଟନ
କରିବା ସହିତ ବିଭିନ୍ନ ପ୍ରକଳ୍ପରଶିଳାନ୍ୟାସ ଓ ଉଦ୍ଘାଟନ କାର୍ଯ୍ୟକ୍ରମରହିଛି ।
ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁପ୍ରସ୍ତୁତି ଜୋରଦାର କରାଯାଇଛି ।ଏହାସହ ଦୀର୍ଘ

Leave A Reply

Your email address will not be published.