ଭୁଲ ଜର୍ସି ପିନ୍ଧି ପଡ଼ିଆକୁ ·ଲିଗଲେ ବିରାଟ

146

ଅହମଦାବାଦ, ୧୪ା୧୦: ପାକିସ୍ତାନବିପକ୍ଷ ମ୍ୟାଚ୍ ଆରମ୍ଭ ହେବା ପରେ ଭୁଲଜର୍ସି ପିନ୍ଧି ପଡ଼ିଆକୁ ·ଲିଗଲେକ୍ରିକେଟର ବିରାଟ କୋହଲି । ଶନିବାରଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ରମୋଦୀ ଷ୍ଟାଡିୟମରେ “ଆଇସିସି’କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଆନ୍ତର୍ଜାତିକଦିନିକିଆ ମ୍ୟାଚରେ ଭାରତ-ପାକିସ୍ତାନମୁହାଁମୁହିଁ ହୋଇଛନ୍ତି । “ଟସ୍’ ଜିଣିବାପରେ ଭାରତୀୟ ଟିମର ଅଧିନାୟକରୋହିତ ଶର୍ମା ପ୍ରଥମେ ବୋଲିଙ୍ଗ୍କରିବାକୁ ନିଷ୍ପତ୍ତି ନେଇଥିବା ବେଳେପାକିସ୍ତାନକୁ ବ୍ୟାଟିଙ୍ଗ୍ କରିବାର ସୁଯୋଗମିଳିଛି । ଏ ମଧ୍ୟରେ ଏକ ଫଟୋଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ବିରାଟ ଭୁଲ ଜର୍ସି ପିନ୍ଧିପଡ଼ିଆକୁ ·ଲିଆସିଥିଲେ ବୋଲିଜଣାପଡ଼ିଛି । ହେଲେ ପରେ ସେ ଜର୍ସିବଦଳାଇଥିଲେ ବୋଲି ସାମ୍ନାକୁ ଆସିଛି ।ଭାରତୀୟ ଦଳର ଅନ୍ୟ ଖେଳାଳିମାନେବିଶ୍ୱକପର ଅଧିକାରୀକ ଜର୍ସି ପିନ୍ଧିପଡ଼ିଆକୁ ଆସିଥିଲେ । ଅଧିକାରୀକଜର୍ସିରେ ଜାତୀୟ ପତାକାର ୩ଟିରଙ୍ଗର ଗାର ରହିଥିବା ବେଳେ ବିରାଟପିନ୍ଧିଥିବା ଜର୍ସର କାନ୍ଧରେ କେବଳଧଳା ରଙ୍ଗର ଗାର ଥିଲା । ଏହାଦେଖିବା ପରେ ବିରାଟ କିଛି ସମୟପାଇଁ ପଡ଼ିଆ ବାହାରକୁ ଯାଇ ଜାତୀୟପତାକାର ୩ଟି ରଙ୍ଗର ଗାର ରହିଥିବାଜର୍ସି ପିନ୍ଧି ପଡ଼ିଆକୁ ଆସିଥିଲେ ।

Leave A Reply

Your email address will not be published.